Skip to content
Home
About us
Disclaimer
Privacy Policy
Contact Info
Login
Home
About us
Disclaimer
Privacy Policy
Contact Info
Login
Sign in
ଦେଶ ବିଦେଶ
ଖେଳ
ରାଜନୀତି
ଧର୍ମ
ସ୍ୱାସ୍ଥ୍ୟ
କଳା ଓ ସାହିତ୍ୟ
ଗାଁ ଠୁ ସହର
ନାରୀ ଶକ୍ତି
ବେପାର ବଣିଜ
ମନୋରଞ୍ଜନ
ଯୁବ ତରଙ୍ଗ
Menu
ଦେଶ ବିଦେଶ
ଖେଳ
ରାଜନୀତି
ଧର୍ମ
ସ୍ୱାସ୍ଥ୍ୟ
କଳା ଓ ସାହିତ୍ୟ
ଗାଁ ଠୁ ସହର
ନାରୀ ଶକ୍ତି
ବେପାର ବଣିଜ
ମନୋରଞ୍ଜନ
ଯୁବ ତରଙ୍ଗ
Edition
Search
Search
Close this search box.
Search
Search
Close this search box.
ଦେଶ ବିଦେଶ
ଖେଳ
ରାଜନୀତି
ଧର୍ମ
ସ୍ୱାସ୍ଥ୍ୟ
କଳା ଓ ସାହିତ୍ୟ
ଗାଁ ଠୁ ସହର
ନାରୀ ଶକ୍ତି
ବେପାର ବଣିଜ
ମନୋରଞ୍ଜନ
ଯୁବ ତରଙ୍ଗ
ଦେଶ ବିଦେଶ
ଖେଳ
ରାଜନୀତି
ଧର୍ମ
ସ୍ୱାସ୍ଥ୍ୟ
କଳା ଓ ସାହିତ୍ୟ
ଗାଁ ଠୁ ସହର
ନାରୀ ଶକ୍ତି
ବେପାର ବଣିଜ
ମନୋରଞ୍ଜନ
ଯୁବ ତରଙ୍ଗ
ସ୍ମାଇଲଗୋଲ୍ଡ୍ ପକ୍ଷରୁ ମନ୍ମଥ ମିଶ୍ର ଓ ସାଥୀଙ୍କ ଦ୍ୱାରା ଭଜନସନ୍ଧ୍ୟା
Odisha News 9
March 16, 2025
3:49 pm
No Comments
Post Views:
164
👇ଖବର ଶୁଣିବାକୁ ଏଠାରେ କ୍ଲିକ୍ କରନ୍ତୁ |
🔊 Listen to this
ସ୍ମାଇଲଗୋଲ୍ଡ୍ ପକ୍ଷରୁ ମନ୍ମଥ ମିଶ୍ର ଓ ସାଥୀଙ୍କ ଦ୍ୱାରା ଭଜନସନ୍ଧ୍ୟା
ଭୁବନେଶ୍ୱର,୧୬/୧୧: ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅଧିନ ତେଂଟୋଇ ଓ ବନ୍ଧମୁଣ୍ଡା ଠାରେ ସୁପ୍ରସିଦ୍ଧ ଯୁମନାସ୍ନାନ ଦୋଳମେଳଣ ଅନୁଷ୍ଠିତ ହୋଇଯାଇଛି। ଦୋଳମେଳଣରେ ଜଗତସିଂହପୁର ଓ ପୁରୀ ଜିଲାର ୧୪ଟି ଦୋଳ ସାମିଲ ହୋଇଥିଲେ। ମେଳଣ ଅବସରରେ ରାଜ୍ୟର ଜଣାଶୁଣା ଶିଳ୍ପସଂସ୍ଥା ଜୟଦୂର୍ଗା ହୋମକେୟାର(ସ୍ମାଇଲ୍ ପ୍ଲସ) ଓ ଶହୀଦ ନଗର ଭୁବନେଶ୍ୱର ଠାରେ ଥିବା ସ୍ମାଇଲ୍ ଗୋଲ୍ଡ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ନାମକରା ଗୀତିକାର ମନ୍ମଥ ମିଶ୍ର ଏବଂ ତାଙ୍କ ସାଥୀ ମାନଙ୍କ ଦ୍ୱାରା ନୂଆ ଓ ପୁରୁଣା ଭଜନ ପରିବେଷଣ କରାଯାଇଥିଲା। ଯାହା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁଥିଲା। ଦୋଳମେଳଣ ଆରମ୍ଭ ବେଳେ ରାତି ୨ଟାରୁ ଭଜନସନ୍ଧ୍ୟା ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଭଜନ ସନ୍ଧ୍ୟା ଶେଷରେ ଶ୍ରୀ ମିଶ୍ର ଓ ତାଙ୍କ ସାଥି କଳାକାର ମାନଙ୍କୁ ଭୁବନେଶ୍ୱରର ସ୍ମାଇଲ ଗୋଲ୍ଡ ଅଳଙ୍କାର ପ୍ରତିଷ୍ଠାନର ମୁଖ୍ୟ ତଥା ଯୁବ ଶିଳ୍ପୋଦ୍ୟୋଗୀ ବାବୁରାମ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ। ମେଳଣରେ ବହୁସଂଖ୍ୟାରେ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ। ଖୁବ୍ ଶାନ୍ତିଶୃଙ୍ଖଳାର ସହ ମେଲଣ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ନାଉଗାଁ ଅଞ୍ଚଳରେ ବେଶ୍ ଖ୍ୟାତ ଯମୁନାସ୍ନାନ ଦୋଳମେଳଣ ଅବସରରେ ପୂର୍ବବର୍ଷ ମାନଙ୍କରେ ସ୍ମାଇଲ ଗୋଲ୍ଡ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ କରାଯାଇଆସୁଛି।
Author:
Odisha News 9
Prev
Previous
ପାରାଦ୍ଵୀପ ବନ୍ଦରର ଆଙ୍କରେଜ ଏରିଆରେ ଅଟକିଛି ଜାହାଜ
Leave a Comment
Cancel reply
Comment
Name
Email
Website
Save my name, email, and website in this browser for the next time I comment.
ଅଧିକ ପ .଼ନ୍ତୁ |
ସ୍ମାଇଲଗୋଲ୍ଡ୍ ପକ୍ଷରୁ ମନ୍ମଥ ମିଶ୍ର ଓ ସାଥୀଙ୍କ ଦ୍ୱାରା ଭଜନସନ୍ଧ୍ୟା
ପାରାଦ୍ଵୀପ ବନ୍ଦରର ଆଙ୍କରେଜ ଏରିଆରେ ଅଟକିଛି ଜାହାଜ
ରାଜ୍ୟ ବୀମା ବିଭାଗ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର
ବନ୍ଦର ନଗରୀର ବିଭିନ୍ନ ସମସ୍ୟାର ସମାଧାନ ନହଲେ କଳିଙ୍ଗ ମହିଳା ଶକ୍ତି କରିବ ଆନ୍ଦୋଳନ
ଲୋକୋ ପାଇଲଟଙ୍କର ଅନଶନ
ଶିଳ୍ପ ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ନାମରେ ଥାନାରେ ଅଭିଯୋଗ
ଅଚ୍ୟୁତ ସାମନ୍ତଙ୍କୁ ହାଜର ପାଇଁ ନୋଟିସ୍
ଭିନ୍ନକ୍ଷମ ଶିଶୁର ପରିବାରକୁ ୧୧ ଲକ୍ଷ ୭୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ
ବ୍ରାଉନସୁଗାର ବେପାରୀ ଜେଲଗଲା
ବାପି ସାରଖେଲଙ୍କ ନେତୃତ୍ୱରେ ମିଳିଲା ସଫଳତା
Marketing Hack4u
ବିଜ୍ଞାପନ
ସ୍ମାଇଲଗୋଲ୍ଡ୍ ପକ୍ଷରୁ ମନ୍ମଥ ମିଶ୍ର ଓ ସାଥୀଙ୍କ ଦ୍ୱାରା ଭଜନସନ୍ଧ୍ୟା
ପାରାଦ୍ଵୀପ ବନ୍ଦରର ଆଙ୍କରେଜ ଏରିଆରେ ଅଟକିଛି ଜାହାଜ
ରାଜ୍ୟ ବୀମା ବିଭାଗ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର
ବନ୍ଦର ନଗରୀର ବିଭିନ୍ନ ସମସ୍ୟାର ସମାଧାନ ନହଲେ କଳିଙ୍ଗ ମହିଳା ଶକ୍ତି କରିବ ଆନ୍ଦୋଳନ
ଲୋକୋ ପାଇଲଟଙ୍କର ଅନଶନ
ଶିଳ୍ପ ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ନାମରେ ଥାନାରେ ଅଭିଯୋଗ
ଅଚ୍ୟୁତ ସାମନ୍ତଙ୍କୁ ହାଜର ପାଇଁ ନୋଟିସ୍
ଭିନ୍ନକ୍ଷମ ଶିଶୁର ପରିବାରକୁ ୧୧ ଲକ୍ଷ ୭୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ
WhatsApp us
Facebook
X-twitter
Youtube
ଦେଶ ବିଦେଶ
ଖେଳ
ରାଜନୀତି
ଧର୍ମ
ସ୍ୱାସ୍ଥ୍ୟ
କଳା ଓ ସାହିତ୍ୟ
ଗାଁ ଠୁ ସହର
ନାରୀ ଶକ୍ତି
ବେପାର ବଣିଜ
ମନୋରଞ୍ଜନ
ଯୁବ ତରଙ୍ଗ
ଦେଶ ବିଦେଶ
ଖେଳ
ରାଜନୀତି
ଧର୍ମ
ସ୍ୱାସ୍ଥ୍ୟ
କଳା ଓ ସାହିତ୍ୟ
ଗାଁ ଠୁ ସହର
ନାରୀ ଶକ୍ତି
ବେପାର ବଣିଜ
ମନୋରଞ୍ଜନ
ଯୁବ ତରଙ୍ଗ